Today Horoscope: ଏହି ୭ରାଶିଙ୍କ ଉପରେ ରହିବ ଶନିଦେବଙ୍କ ବିଶେଷ କୃପା! ପାଇବା ଶୁଭଫଳ;ଜାଣନ୍ତୁ ଆଜିର ରାଶିଫଳ

Horoscope Today 3 January 2026: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୩ ହେଉଛି ଶନିବାର। ଆଜିର ଦିନଟି ଶନିଦେବଙ୍କ ଲାଗି ଉତ୍ସର୍ଗିକୃତ। ତେବେ,ଆସନ୍ତୁ ଜାଣିବା ଶନିଦେବଙ୍କ କୃପାରୁ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...

Today Horoscope: ଏହି ୭ରାଶିଙ୍କ ଉପରେ ରହିବ ଶନିଦେବଙ୍କ ବିଶେଷ କୃପା! ପାଇବା ଶୁଭଫଳ;ଜାଣନ୍ତୁ ଆଜିର ରାଶିଫଳ

About the Author