• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ
World Blood Donor Day 2021: କୋରୋନା କାଳରେ ରକ୍ତ ଦାନ କାହିଁକି ଗୁରୁତ୍ୱପୂର୍ଣ୍ଣ, ଜାଣନ୍ତୁ

World Blood Donor Day 2021: କୋରୋନା କାଳରେ ରକ୍ତ ଦାନ କାହିଁକି ଗୁରୁତ୍ୱପୂର୍ଣ୍ଣ, ଜାଣନ୍ତୁ

World Blood Donor Day 2021:କୋରୋନା ଭୂତାଣୁ ମହାମାରୀ ମଧ୍ୟରେ ରକ୍ତଦାନର ଗୁରୁତ୍ୱ ବଢିଯାଇଛି । ମହାମାରୀ ସମୟରେ ଯେତେବେଳେ ଲକଡାଉନ୍ ଯୋଗୁଁ କୌଣସି ସ୍ଥାନକୁ ଯିବା ପ୍ରକୃତରେ କଷ୍ଟସାଧ୍ୟ ଠିକ ସେତିକିବେଳେ ରକ୍ତର ଆବଶ୍ୟକତା ପୂରଣକୁ ନେଇ ମଧ୍ୟ ଚ୍ୟାଲେଞ୍ଜ ରହିଛି ।  

Jun 14, 2021, 03:08 PM IST
ଯେତେବେଳେ Sushant Singh Rajput ଫ୍ୟାନ୍ସଙ୍କୁ କହିଥିଲେ- ମୋର ଫିଲ୍ମ ଦେଖିବାକୁ ଯାଆନ୍ତୁ, ନଚେତ୍...

ଯେତେବେଳେ Sushant Singh Rajput ଫ୍ୟାନ୍ସଙ୍କୁ କହିଥିଲେ- ମୋର ଫିଲ୍ମ ଦେଖିବାକୁ ଯାଆନ୍ତୁ, ନଚେତ୍...

ହି ଘଟଣା ସେହି ସମୟର ଯେତେବେଳେ ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ସୋସିଆଲ ମିଡିଆରେ ଅତ୍ୟନ୍ତ ସକ୍ରିୟ ଥିଲେ ଓ ପ୍ରତିଦିନ ପୋଷ୍ଟ କରିବା ସହିତ ସେ ତାଙ୍କ ପ୍ରଶଂସକଙ୍କ କମେଣ୍ଟ ଉପରେ ଉତ୍ତର ଦେଉଥିଲେ ।

Jun 14, 2021, 10:11 AM IST
ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of June 14: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର...

Jun 14, 2021, 07:00 AM IST
Kangana Ranaut ଙ୍କ ଜବରଦସ୍ତ ଘୋଡା ସବାରୀ, VIDEO ମଚାଉଛି ଧୁମ୍

Kangana Ranaut ଙ୍କ ଜବରଦସ୍ତ ଘୋଡା ସବାରୀ, VIDEO ମଚାଉଛି ଧୁମ୍

ଅଭିନେତ୍ରୀ କଙ୍ଗନା ରଣାୱତ (Kangana Ranaut) ରବିବାର ସକାଳେ ଘୋଡା ସବାରୀ କରିଛନ୍ତି । ଏହାର ଏକ ଭିଡିଓ ସେ ଇନଷ୍ଟାଗ୍ରାମରେ (Instagram) ସେୟାର କରିଛନ୍ତି ।   

Jun 13, 2021, 04:59 PM IST
କୋରୋନାରୁ ସୁସ୍ଥ ହେବା ପରେ ଚାଲି ଯାଇପାରେ କି ଦୃଷ୍ଟି ଶକ୍ତି? ଏହା କହୁଛନ୍ତି ଡାକ୍ତରମାନେ

କୋରୋନାରୁ ସୁସ୍ଥ ହେବା ପରେ ଚାଲି ଯାଇପାରେ କି ଦୃଷ୍ଟି ଶକ୍ତି? ଏହା କହୁଛନ୍ତି ଡାକ୍ତରମାନେ

Decoding Long Covid: ଦିଲ୍ଲୀର ମଣିପାଲ ହସ୍ପିଟାଲର ଡକ୍ଟର ଭାନୁଲି ବାଜପେୟୀ କହିଛନ୍ତି ଯେ କୋରୋନା ଭୂତାଣୁ ରୋଗୀଙ୍କ ଆଖି ଉପରେ କିପରି ପ୍ରଭାବ ପକାଇଥାଏ । କୋରୋନା ରୋଗୀମାନେ କିପରି ଏହି ସମସ୍ୟାର ସମାଧାନ କରିପାରିବେ ତାହା ମଧ୍ୟ ସେ କହିଛନ୍ତି ।  

Jun 13, 2021, 03:01 PM IST
Dhoni Video: ଘୋଡା ସହିତ ରେସ୍ ଲଗାଇଲେ ଏମଏସ ଧୋନି, ପତ୍ନୀ ସାକ୍ଷୀ ଦେଲେ ଏହି ବାର୍ତ୍ତା

Dhoni Video: ଘୋଡା ସହିତ ରେସ୍ ଲଗାଇଲେ ଏମଏସ ଧୋନି, ପତ୍ନୀ ସାକ୍ଷୀ ଦେଲେ ଏହି ବାର୍ତ୍ତା

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏକ ଭିଡିଓରେ ଘୋଡା ସହିତ ରେସ୍ ଲଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ତାଙ୍କ ପତ୍ନୀ ସାକ୍ଷୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଓ ଏହା ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହେଉଛି ।  

Jun 13, 2021, 01:38 PM IST
ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ରବିବାର?

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ରବିବାର?

ଦାନ ଧର୍ମ ପ୍ରତି ମନ ବଳିବ । ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ଲାଗି ରହିବ । ଆୟ ସଂକୁଚିତ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ଜନତାଙ୍କ ଆକ୍ରୋଶର ଶିକାର ହେବେ । ବ୍ୟବସାୟରେ ଉତ୍ତମ ଲାଭ ପାଇବେ ।  

Jun 13, 2021, 07:28 AM IST
 ମାଙ୍କଡ଼ ଖାଇଲା ଛପନ ଭୋଗ, ଭାଇରାଲ୍ ହେଉଛି ଭିଡ଼ିଓ

ମାଙ୍କଡ଼ ଖାଇଲା ଛପନ ଭୋଗ, ଭାଇରାଲ୍ ହେଉଛି ଭିଡ଼ିଓ

କୋରୋନା ଭୟରେ ଅନେକ ଲୋକ ବିବାହକୁ ଯିବାକୁ ବଞ୍ଚିତ ହୋଇଥିଲେ। କିଛି ଲୋକ ବିବାହରେ ରାଜକୀୟ ଭୋଜି ଖାଇବା ପାଇଁ ମଧ୍ୟ ସେଠାକୁ ଯାଆନ୍ତି। ଯଦି ଆପଣ ଛପନ ଭୋଗ ପରି ଏକ ଭୋଜିରୁ ବଞ୍ଛିତ, ତେବେ ଏହି ଭାଇରାଲ୍ ଭିଡିଓରେ ମାଙ୍କଡ଼ର ଭାଗ୍ୟ ଦେଖନ୍ତୁ, ଯିଏ ମାଗଣାରେ ଛପନ ଭୋଗ ଉପଭୋଗ କରୁଛି।

Jun 12, 2021, 08:21 AM IST
ଆଜିର ରାଶିଫଳ: ଏହି ରାଶି ଉପରେ ହୋଇପାରେ ଧନ ବର୍ଷା

ଆଜିର ରାଶିଫଳ: ଏହି ରାଶି ଉପରେ ହୋଇପାରେ ଧନ ବର୍ଷା

ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ବ୍ୟବସାୟରେ ଲାଭବାନ ହେବେ ।

Jun 12, 2021, 07:25 AM IST
ବଡ ଖବର: RTO ରେ ଡ୍ରାଇଭିଂ ଟେଷ୍ଟ ବିନା କରିପାରିବେ ଲାଇସେନ୍ସ, ଜାଣନ୍ତୁ କିପରି?

ବଡ ଖବର: RTO ରେ ଡ୍ରାଇଭିଂ ଟେଷ୍ଟ ବିନା କରିପାରିବେ ଲାଇସେନ୍ସ, ଜାଣନ୍ତୁ କିପରି?

ସଡକ ପରିବହନ ମନ୍ତ୍ରଣାଳୟ ଡ୍ରାଇଭର ଅଭାବକୁ ଦୂର କରିବା ଓ ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଡ୍ରାଇଭର ତାଲିମ କେନ୍ଦ୍ର ଖୋଲିବାକୁ ଅନୁମତି ଦେଇଛି । ଯେଉଁଠାରୁ ପ୍ରମାଣପତ୍ର ପାଇବା ପରେ ଆରଟିଓରେ ଆଉ ଟେଷ୍ଟ ଦେବାକୁ ପଡିବ ନାହିଁ ।  

Jun 11, 2021, 04:30 PM IST
ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ?

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ?

ଦେହ ଓ ମନ ଭଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ବିବାହ ଭୋଜିରେ ଯୋଗଦେବେ । ଆୟ ଉତ୍ତମ ହେବ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ଲାଭ କରିବେ ।  

Jun 11, 2021, 06:53 AM IST
LPG ଗ୍ରାହକଙ୍କୁ ଆଶ୍ବସ୍ତି! ବର୍ତ୍ତମାନ କୌଣସି ଡିଷ୍ଟ୍ରିବ୍ୟୁଟର ଠାରୁ ଭରିପାରିବେ ସିଲିଣ୍ଡର, ଏହା ହେଉଛି ଉପାୟ

LPG ଗ୍ରାହକଙ୍କୁ ଆଶ୍ବସ୍ତି! ବର୍ତ୍ତମାନ କୌଣସି ଡିଷ୍ଟ୍ରିବ୍ୟୁଟର ଠାରୁ ଭରିପାରିବେ ସିଲିଣ୍ଡର, ଏହା ହେଉଛି ଉପାୟ

LPG Refill Booking Portability: ସରକାର ଏଲପିଜି ରିଫିଲର ପୋର୍ଟେବିଲିଟି ପାଇଁ ଅନୁମୋଦନ ଦେଇଛନ୍ତି । ଅର୍ଥାତ ବର୍ତ୍ତମାନ ଆପଣ ଯେକୌଣସି ଡିଷ୍ଟ୍ରିବ୍ୟୁଟର ଠାରୁ ଆପଣଙ୍କର LPG ସିଲିଣ୍ଡର ରିଫିଲ୍ କରିବାକୁ ସମର୍ଥ ହେବେ ।   

Jun 10, 2021, 06:32 PM IST
ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of June 10: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର...

Jun 10, 2021, 09:06 AM IST
IPL ଫ୍ୟାନ୍ସଙ୍କ ପାଇଁ ବଡ ଖବର, ICC ର ଏହି ନିଷ୍ପତ୍ତି ପରେ ବିପଦରେ ଟୁର୍ଣ୍ଣାମେଣ୍ଟ!

IPL ଫ୍ୟାନ୍ସଙ୍କ ପାଇଁ ବଡ ଖବର, ICC ର ଏହି ନିଷ୍ପତ୍ତି ପରେ ବିପଦରେ ଟୁର୍ଣ୍ଣାମେଣ୍ଟ!

ICC ଯଦି ଅକ୍ଟୋବର ୧୮ ରୁ ଟି -୨୦ ବିଶ୍ୱକପ୍ ଆୟୋଜନ କରେ ତେବେ ବିସିସିଆଇ ପାଇଁ ସମସ୍ୟା ଉପୁଜିପାରେ । କାରଣ ୧୫ ଅକ୍ଟୋବରରେ ଆଇପିଏଲ୍ ୨୦୨୧ ର ଫାଇନାଲ୍ ମ୍ୟାଚ ଖେଳାଯିବ । IPL ର କାର୍ଯ୍ୟସୂଚୀ ଉପରେ ICC ର ଆପତ୍ତି ରହିଛି ।  

Jun 9, 2021, 08:56 PM IST
ନିଶାରେ ଅଭ୍ୟସ୍ତ ହେଲେ କୁନି ଝିଅ! କହିଲେ, କେମିତି ଆସେ ନିଦ?

ନିଶାରେ ଅଭ୍ୟସ୍ତ ହେଲେ କୁନି ଝିଅ! କହିଲେ, କେମିତି ଆସେ ନିଦ?

ସୋସିଆଲ ମିଡିଆରେ ଜଣେ ଝିଅଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ମଜାଳିଆ ଭିଡିଓରେ, ଏକ ଛୋଟ ଝିଅ ତାଙ୍କ ଜୀବନର ସବୁଠାରୁ ବଡ ନିଶା ବିଷୟରେ କହୁଛିନ୍ତି। ଯାହାକୁ ଶୁଣି ଆପଣ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯିବେ।  

Jun 9, 2021, 07:20 PM IST
ରାଜନୈତିକ ମୈଦାନର ଅପରାଜିତ ଯୋଦ୍ଧା ନନ୍ଦନୀ ଶତପଥୀ

ରାଜନୈତିକ ମୈଦାନର ଅପରାଜିତ ଯୋଦ୍ଧା ନନ୍ଦନୀ ଶତପଥୀ

ନନ୍ଦିନୀ ଶତପଥୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅତି ଘନିଷ୍ଠ ଥିଲେ । ୧୯୭୨ ରୁ ୭୩ ଓ ୧୯୭୪-୭୬ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ ।  

Jun 9, 2021, 06:18 PM IST
World Record! ମହିଳା ଏକାସାଙ୍ଗରେ ଜନ୍ମ ଦେଲେ ୧୦ ଟି ସନ୍ତାନ

World Record! ମହିଳା ଏକାସାଙ୍ଗରେ ଜନ୍ମ ଦେଲେ ୧୦ ଟି ସନ୍ତାନ

ଦକ୍ଷିଣ ଆଫ୍ରିକାର (South Africa) ୩୭ ବର୍ଷୀୟା ଗୋସିଆମି ଥାମାରା ସାଇଥୋଲ୍ (Gosiame Thamara Sithole) ଏକାସାଙ୍ଗରେ ସାତ ପୁଅ ଓ ତିନି ଝିଅଙ୍କୁ ଜନ୍ମ ଦେଇଛନ୍ତି । ଗର୍ଭାବସ୍ଥାରେ ଡାକ୍ତରମାନେ କହିଥିଲେ ଯେ ତାଙ୍କର ୬ ଟି ସନ୍ତାନ ଥାଇପାରେ କିନ୍ତୁ ସେ ୧୦ ଟି ସନ୍ତାନ ଜନ୍ମ ଦେଇଛନ୍ତି ।

Jun 9, 2021, 12:36 PM IST
 ଆଜିର ରାଶିଫଳ: ଏହି ଦୁଇ ରାଶି ପାଇଁ ଅଛି ବିପଦ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ: ଏହି ଦୁଇ ରାଶି ପାଇଁ ଅଛି ବିପଦ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ସୌଭାଗ୍ୟ ବନ୍ତ ହେବେ । ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ ।ଆୟ ବୃଦ୍ଧି ପାଇବ । ବ୍ୟାଙ୍କିଙ୍ଗ୍ ଓ ଇନସୁରାନ୍ସ କର୍ମଚାରୀଙ୍କ ପାଇଁ  ଦିନଟି ଶୁଭପ୍ରଦ ହେବ ।

Jun 9, 2021, 06:57 AM IST
ଶିଳ୍ପାଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହେଲେ ସ୍ୱାମୀ ରାଜ୍ କୁନ୍ଦ୍ରା, ସେୟାର କଲେ ଏହି Video

ଶିଳ୍ପାଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହେଲେ ସ୍ୱାମୀ ରାଜ୍ କୁନ୍ଦ୍ରା, ସେୟାର କଲେ ଏହି Video

ଶିଳ୍ପା ଶେଟ୍ଟୀ (Shilpa Shetty) ଆଜି ନିଜ ପରିବାର ଓ ବନ୍ଧୁମାନଙ୍କ ସହିତ ନିଜର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ସମୟରେ ଅଭିନେତ୍ରୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ତାଙ୍କୁ ଏକ ରୋମାଣ୍ଟିକ୍ ଶୈଳୀରେ ଶୁଭେଚ୍ଛା ଜଣାଇଛନ୍ତି ।  

Jun 8, 2021, 04:53 PM IST
ବନ୍ଦ ହେଲା 'ବାବା କା ଢ଼ାବା' ମାଲିକଙ୍କ ନୂଆ ରେସ୍ତୋରାଁ, ବର୍ତ୍ତମାନ କରୁଛନ୍ତି ଏହି କାମ

ବନ୍ଦ ହେଲା 'ବାବା କା ଢ଼ାବା' ମାଲିକଙ୍କ ନୂଆ ରେସ୍ତୋରାଁ, ବର୍ତ୍ତମାନ କରୁଛନ୍ତି ଏହି କାମ

ଭିଡିଓ ଭାଇରାଲ ହେବା ପରେ ବିଖ୍ୟାତ ହୋଇଥିବା 'ବାବା କା ଢ଼ାବା'ର (Baba ka Dhaba) ମାଲିକ କାନ୍ତା ପ୍ରସାଦଙ୍କ (Kanta Prasad) ନୂଆ ରେସ୍ତୋରାଁ ବହୁ କ୍ଷତି ପରେ ବନ୍ଦ ହୋଇଯାଇଛି ଓ ସେ ପୁଣି ଥରେ ନିଜ ପୁରୁଣା ସ୍ଥାନକୁ ଫେରିଛନ୍ତି ।

Jun 8, 2021, 04:12 PM IST