• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Malkangiri
  • /୬ ଫୁଟ ଲମ୍ୱର ଅଜଗର ଉଦ୍ଧାର

୬ ଫୁଟ ଲମ୍ୱର ଅଜଗର ଉଦ୍ଧାର

ଭୈରବ ମନ୍ଦିର ନିକଟସ୍ଥ ଜଙ୍ଗଲରେ ସାପକୁ ଛାଡ଼ି ଦେଇଛନ୍ତି ସେମାନେ ।

Edited ByZee Odisha Desk
Published: Jul 16, 2020, 02:25 PM IST|Updated: Jul 16, 2020, 02:25 PM IST
joinshare
୬ ଫୁଟ ଲମ୍ୱର ଅଜଗର ଉଦ୍ଧାର
Image Credit: ଫାଇଲ ଫଟୋ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ସଂରକ୍ଷଣ ଉପରେ ବଡ କଥା କହିଲେ ମୋହନ ଭାଗବତ

    ସଂରକ୍ଷଣ ଉପରେ ବଡ କଥା କହିଲେ ମୋହନ ଭାଗବତ

    2

    Cabinet Decision: ୨୩,୭୩୧ କୋଟି ଟଙ୍କା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ

    3

    BJP President Manmohan Samal:ନିତିନ ନବୀନଙ୍କୁ ଭେଟିଲେ ମନମୋହନ

    4

    Top 10 News Today: ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ ବମ୍ବେ ହାଇକୋର୍ଟ, ଯୁକ୍ତ ଦୁଇ ଫେଜ୍-

    5

    Agni4: ଅଗ୍ନି ୪ ମିସାଇଲର ସଫଳ ପରୀକ୍ଷଣ

    ମାଲକାନଗିରି: ଜିଲ୍ଲା ସଦର ମହକୁମା ସ୍ଥିତ ମୁଖ୍ୟ ରାସ୍ତା କଡରେ ଥିବା ଏକ ଘରର ରୋଷେଇ ଘରୁ ବିଳମ୍ବିତ ରାତିରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ରାତିରେ ଘର ମାଲିକ ଶିକ୍ଷକ ରାଜେଶ ପଟ୍ଟନାୟକ ନିଜ ପରିବାର ସହ ଥିବା ବେଳେ ରୋଷେଇ ଘରର ବାସନକୁସନ ଶବ୍ଦ ହୋଇଥିଲା । ଏହାପରେ ସେ ଦେଖିବାକୁ ପାଇଲେ ଗୋଟିଏ ଅଜଗର ସାପ । ସାପର ଲମ୍ୱ ପ୍ରାୟ ୬ ଫୁଟ ହେବ ।

    ସେ ତୁରନ୍ତ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସତ୍ୟଜିତ ଗୌଡ଼ ଓ ତାଙ୍କ ସହଯୋଗୀ ବି.ବିଭୂତି ଭୂଷଣଙ୍କୁ ଜଣାଇବା ପରେ ଉଭୟ ଆସି ସାପକୁ ଉଦ୍ଧାର କରିଥିଲେ । ପରେ ଭୈରବ ମନ୍ଦିର ନିକଟସ୍ଥ ଜଙ୍ଗଲରେ ସାପକୁ ଛାଡ଼ି ଦେଇଛନ୍ତି ସେମାନେ ।

    Add Zee News as a Preferred Source
    TAGS:
    Malkangiri
    snake
    Odisha