Malkangiriରୁ ମାଓ Militia ଗିରଫ
Advertisement

Malkangiriରୁ ମାଓ Militia ଗିରଫ

ମାଲକାନଗିରିରୁ ଜଣେ ମାଓ ମିଲିସିଆକୁ ଗିରଫ କରାଯାଇଛି।

Malkangiriରୁ ମାଓ Militia ଗିରଫ

ମାଲକାନଗିରି, ଅଶୋକ ମିଶ୍ର: ଜିଲ୍ଲାରୁ ସମରା ବଜ ନାମକ ଜଣେ ମାଓ ମିଲିସିଆକୁ ଗିରଫ କରିଛି ପୋଲିସ।  ଯିଏକି ଦୀର୍ଘ ଦିନ ଧରି ମାଓ ସଙ୍ଗଠନ ଲାଗି କାର୍ଯ୍ୟ କରି ଆସୁଥିଲେ। ଗିରଫ ସମରା ମାଲକାନଗିରି ଜିଲ୍ଲାର ବଜଗୁଡା ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସେ ମାଓ ସଙ୍ଗଠନକୁ ସହଯୋଗ କରି ଆସିବା ସହ ଗତ ବର୍ଷ ହୋଇଥିବା ଏକ ବିସ୍ଫୋରଣରେ ସାମିଲ ଥିବା ଜଣାପଡିଛି। ମାଲାକାନଗିରିର ମୁଦୁଲିପଡା ପୋଲିସ ତାଙ୍କୁ ନିଜ ଗ୍ରାମ ବଜଗୁଡାରୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।