କୋରୋନାକୁ ନେଇ ଗୁଜୁବ ପ୍ରଚାର କରି ଯୁବକ ଗିରଫ

ଜିଲ୍ଲାର ପଡିଆ ଥାନା ଅଞ୍ଚଳର ଜଣେ ଯୁବକ ଫେସବୁକରେ କୋରୋନା ଜିହାଦ ନାମକ ଏକ ପୋଷ୍ଟ କରିଥିଲେ । ଯାହାକି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ବୁଝା ଯିବା ସହ ଲୋକଙ୍କ ମଧ୍ୟରେ ଗୁଜବ ସୃଷ୍ଟି କରୁଥିଲା । ଏହି ଘଟଣା ପ୍ରକାଶ ପାଇବା ପରେ ପଡିଆ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କୋରୋନାକୁ ନେଇ ଗୁଜୁବ ପ୍ରଚାର କରି ଯୁବକ ଗିରଫ
Image Credit: ଫାଇଲ ଫଟୋ

About the Author