Maoist: ଚାଲିଛି ମାଓ ନିପାତ ଅଭିଯାନ, ୩୦ ନକ୍ସଲ ନିହତ...

Maoist: (ନୀରଜ ଶତପଥୀ) ଛତିଶଗଡ ରାଜ୍ୟରେ ଚାଲିଛି ମାଓ ନିପାତ ଅଭିଯାନ। ୨୦୨୬ ସୁଦ୍ଧା ମାଓ ନିପାତ କରିବା ଲକ୍ଷ୍ୟରେ ଚାଲିଛି ଅଭିଯାନ।ଏହି କ୍ରମରେ ସୁରକ୍ଷା କର୍ମୀଙ୍କ ମିଳିତ ଅପରେସନ ସମୟରେ ୩୦ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ତେବେ ଆନୁଷ୍ଠାନିକ ଭାବେ ଏ ସମ୍ପର୍କରେ ଘୋଷଣା ହୋଇ ନାହିଁ।

Maoist: ଚାଲିଛି ମାଓ ନିପାତ ଅଭିଯାନ, ୩୦ ନକ୍ସଲ ନିହତ...

About the Author