ଦକ୍ଷିଣ ଓଡିଶାରେ ଅଧିକ ଡ୍ରପ୍ ଆଉଟ୍

ଦକ୍ଷିଣ ଓଡିଶାରେ ସର୍ବାଧିକ ପାଲି ଅଧାରୁ ପାଠ ଛାଡିଛନ୍ତି। ବିଜେପି ବିଧାୟକ ମୁକେଶ ମହଲିଙ୍ଗଙ୍କ ପ୍ରଶ୍ନର ଉତ୍ତରରେ ଏ କଥା ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଦେଇଛନ୍ତି।

 ଦକ୍ଷିଣ ଓଡିଶାରେ ଅଧିକ ଡ୍ରପ୍ ଆଉଟ୍
Image Credit: ପ୍ରତିକାତ୍ମକ ଫଟୋ

About the Author