India's Myanmar border:ଭାରତର ଏମିତି ଗୋଟିଏ ଗାଁ,ଯେଉଁଠି ବାଥରୁମ୍ ଯିବାକୁ ଦରକାର ହୁଏ ପାସପୋର୍ଟ !

ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଯିବାକୁ ଆବଶ୍ୟକ ହୋଇଥାଏ ପାସପୋର୍ଟ । ପାସପୋର୍ଟ ହେଉଛି ଜଣେ ବ୍ୟକ୍ତିଙ୍କର ଜାତୀୟତାର ପରିଚୟ । ଆପଣ ଯେଉଁ ଦେଶର ପାସପୋର୍ଟ ଧାରକ,ଆପଣଙ୍କୁ ସେହି ଦେଶର ନାଗରିକ ବୋଲି କୁହାଯିବ । ବିନା ପାସପୋର୍ଟରେ ଆପଣ ଭିସା ପାଇପାରିବେ ନାହିଁ । ଆଉ ବିନା ଭିସାରେ ଆପଣ ବିଦେଶକୁ ଯାଇ ପାରିବେ ନାହିଁ ।

India's Myanmar border:ଭାରତର ଏମିତି ଗୋଟିଏ ଗାଁ,ଯେଉଁଠି ବାଥରୁମ୍ ଯିବାକୁ ଦରକାର ହୁଏ ପାସପୋର୍ଟ !
Image Credit: SOCIAL MEDIA

About the Author