Isro Chief V Narayan: ୧୦ ସାଟେଲାଇଟ୍‍ ଅନବରତ ଭାରତର ସୀମା ରକ୍ଷା କରୁଛନ୍ତି: ଇସ୍ରୋ ମୁଖ୍ୟ

ଭୁବନେଶ୍ୱର: ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଭାରତ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ମୁଖ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ରାଷ୍ଟ୍ରା ସୁରକ୍ଷା ତଥା ମହାକାଶରୁ ଶତ୍ରୁ ପକ୍ଷର ଚଳନ ବିଷୟରେ ଜଣାଇବା ଲାଗି ୧୦ ସାଟେଲାଇଟ ଅହରାତ୍ରୀ କାମ କରୁଛନ୍ତି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଭି ନାରାୟଣନ୍‍। ଆଗକୁ ୭୦୦୦ କିଲୋମି

Isro Chief V Narayan: ୧୦ ସାଟେଲାଇଟ୍‍ ଅନବରତ ଭାରତର ସୀମା ରକ୍ଷା କରୁଛନ୍ତି: ଇସ୍ରୋ ମୁଖ୍ୟ