ରାଜ୍ୟରେ ପୁଣି ୬ କୋରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ଛୁଇଁଲା ୧୦୦

ଅନ୍ୟପକ୍ଷେ ବର୍ତ୍ତମାନ ରାଜ୍ୟରେ ୬୫ କୋରୋନା ମାମଲା ସକ୍ରିୟ ରହିଛି । ୩୪ ଜଣ ଆକ୍ରାନ୍ତ ମହାମାରୀ କୋରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ରାଜ୍ୟରେ ୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ରାଜ୍ୟରେ ପୁଣି ୬ କୋରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ଛୁଇଁଲା ୧୦୦

About the Author