କୋରୋନାକୁ ମାତ୍ ଦେଲେ ଏହି ରାଜ୍ୟର ଜଣେ ୧୦୩ ବର୍ଷୀୟ ବୃଦ୍ଧ, ମାସେ ଯାଏ ଚାଲିଥିଲା ଚିକିତ୍ସା

ସେ କହିଛନ୍ତି ଯେ, ତାଙ୍କୁ ୨୦ ଦିନ ପାଇଁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସଂକ୍ରମଣରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସୋମବାର ଡିସଚାର୍ଜ ହୋଇଛନ୍ତି ।

କୋରୋନାକୁ ମାତ୍ ଦେଲେ ଏହି ରାଜ୍ୟର ଜଣେ ୧୦୩ ବର୍ଷୀୟ ବୃଦ୍ଧ, ମାସେ ଯାଏ ଚାଲିଥିଲା ଚିକିତ୍ସା
Image Credit: ପ୍ରତୀକାତ୍ମକ ଫଟୋ

About the Author