ବିଶ୍ୱବ୍ୟାପୀ କେମିତି ରହିଛି କୋରୋନା ସ୍ଥିତି ?

ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ-1ରେ ରହିଛି ଆମେରିକା । ୨୮ ଲକ୍ଷ ୯୦ ହଜାର ୫୮୮ଜଣ ଆକ୍ରାନ୍ତ ଆମେରିକାରେ ଚିହ୍ନଟ ହେଲେଣି । ସେହିପରି ୧ଲକ୍ଷ ୩୨ ହଜାର ୧୦୧ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।

ବିଶ୍ୱବ୍ୟାପୀ କେମିତି ରହିଛି କୋରୋନା ସ୍ଥିତି ?

About the Author