୨୩୦ ଟ୍ରେନ ପାଇଁ ବମ୍ପର ବୁକିଂ, ୨୪ ଘଣ୍ଟାରେ ବିକ୍ରି ହେଲା ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଟିକେଟ

ଆଶ୍ଚର୍ଯ୍ୟଜନକ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ଏହି ୨୩୦ ଟ୍ରେନ୍ ପାଇଁ ୧୩ ଲକ୍ଷରୁ ଅଧିକ ଟିକେଟ୍ ବୁକ୍ ହୋଇଛି । ରେଳବାଇ ମେ ୨୧ ଅର୍ଥାତ ଗୁରୁବାର ଦିନ ସମସ୍ତ ୨୩୦ ଯାତ୍ରୀବାହୀ ଟ୍ରେନ୍ ପାଇଁ ସମସ୍ତ ବର୍ଗରେ ବୁକିଂର ୱିଣ୍ଡୋ ଖୋଲିଥିଲା​​ । ରେଳବାଇ କାଉଣ୍ଟରରୁ ଟିକେଟ୍ ବୁକିଂ ସୁବିଧା ମଧ୍ୟ ଆରମ୍ଭ କରାଯାଇଛି

୨୩୦ ଟ୍ରେନ ପାଇଁ ବମ୍ପର ବୁକିଂ, ୨୪ ଘଣ୍ଟାରେ ବିକ୍ରି ହେଲା ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଟିକେଟ

About the Author