ବସ୍- ଅଟୋ ମୁହାଁମୁହିଁ ଧକ୍କା , ୧୩ ଜଣଙ୍କ ମୃତ୍ୟୁ

ମଧ୍ୟ ପ୍ରଦେଶ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ଆହତମାନଙ୍କୁ ପଚାଶ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ କହିଛି।

ବସ୍- ଅଟୋ ମୁହାଁମୁହିଁ ଧକ୍କା , ୧୩ ଜଣଙ୍କ ମୃତ୍ୟୁ

About the Author