କୋରୋନା ତାଣ୍ଡବ: ଆଜି ମୁମ୍ୱାଇରେ କୋରୋନାର ୧୫୦ଟି ନୂଆ ମାମଲା, ୯ ଜଣଙ୍କ ମୃତ୍ୟୁ

ଏହି ସମୟରେ ସବୁଠାରୁ କୋରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇରେ ସୋମବାର ୧୫୦ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହାସହ ୯ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଠାରେ କହି ରଖୁଛୁ ଯେ ଏହି ସଂଖ୍ୟାଗୁଡିକ BMC ଦ୍ୱାରା ପ୍ରକାଶିତ ହୋଇଛି ।

କୋରୋନା ତାଣ୍ଡବ: ଆଜି ମୁମ୍ୱାଇରେ କୋରୋନାର ୧୫୦ଟି ନୂଆ ମାମଲା, ୯ ଜଣଙ୍କ ମୃତ୍ୟୁ

About the Author