ମୌସୁମୀ ଅଧିବେଶନର ପ୍ରଥମ ଦିନ ୧୭ ଜଣ ସାଂସଦ କୋରୋନା ସଂକ୍ରମିତ

ଦେଶର ୧୭ ଜଣ ସାଂସଦଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହି ସାଂସଦମାନଙ୍କ ମଧ୍ୟରେ ବିଜେପି ସାଂସଦ ମୀନାକ୍ଷୀ ଲେଖୀ, ପ୍ରବେଶ ସାହିବ ସିଂ ବର୍ମା, କର୍ଣ୍ଣାଟକର ବିଜେପି ସାଂସଦ ଅନନ୍ତ କୁମାର ହେଗଡେ ସାମିଲ ଅଛନ୍ତି । ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏହି ସାଂସଦଙ୍କ କୋରୋନା ଟେଷ୍ଟ କରାଯାଇଥିଲା ।

ମୌସୁମୀ ଅଧିବେଶନର ପ୍ରଥମ ଦିନ ୧୭ ଜଣ ସାଂସଦ କୋରୋନା ସଂକ୍ରମିତ

About the Author