Lockdown ମଧ୍ୟରେ ଦେଶବ୍ୟାପୀ ଅଦାଲତ ଗୁଡ଼ିକରେ ୧୮ଲକ୍ଷ ମାମଲା ଦାଖଲ

ଆଗାମୀ ଦିନରେ ଡିଜିଟାଲ ଅଦାଲତ (Digital Court Room) ନିୟମିତ ଅଦାଲତର ସ୍ଥାନ ନେବ କି ? ଆଇନଜୀବୀ ଓ ମହକିଲଙ୍କ ଏହି ଚିନ୍ତାଧାରା ଉପରେ ବିରାମ ଲଗାଇଛନ୍ତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ ।

Lockdown ମଧ୍ୟରେ ଦେଶବ୍ୟାପୀ ଅଦାଲତ ଗୁଡ଼ିକରେ ୧୮ଲକ୍ଷ ମାମଲା ଦାଖଲ
Image Credit: ଫାଇଲ ଫଟୋ

About the Author