Plane Crash News: ଭୀଷଣ ବିମାନ ଦୁର୍ଘଟଣା, ଦୁଇ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଟେକ୍ସାସର ହିକ୍ସ ଏୟାରଫିଲ୍ଡ ନିକଟରେ ଏକ ବିମାନ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଟ୍ରକ୍ ନିଆଁରେ ପୋଡି ଯାଇ ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ, ଏକ ଛୋଟ ବିମାନ ନିଜର ଲକ୍ଷ୍ୟ ପଥରେ ଉଡ଼ାଣ ଭରି ଯାତ୍ରା କରୁଥିବା ବେଳେ ହଠାତ୍ ତଳେ ଥିବା ଟ୍ରକ୍ ଉପରେ ଖସି ପଡ଼ିଥିଲା। ଫଳରେ ବିମାନ ଓ ଟ୍ରକରେ ନିଆଁ ଲାଗିଯାଇଥିଲ

Plane Crash News: ଭୀଷଣ ବିମାନ ଦୁର୍ଘଟଣା, ଦୁଇ ଜଣଙ୍କ ମୃତ୍ୟୁ

About the Author