କୋରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ବି ପୁଣି ହେଲେ ସଂକ୍ରମିତ

ଗୌତମ ବୁଦ୍ଧ ନଗର ଜିଲ୍ଲାର ୨ ଜଣ ଆକ୍ରାନ୍ତଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ପରେ ସେମାନଙ୍କ ରିପୋର୍ଟ ପଜିଟିଭ ବାହାରିଛି । ଫଳରେ ଦୁହେଁଙ୍କୁ ପୁଣି ଗ୍ରେଟର ନୋଏଡାର 'ଜିମ୍ସ'ରେ ଭର୍ତ୍ତି କରାଯାଇଛି ।

କୋରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ବି ପୁଣି ହେଲେ ସଂକ୍ରମିତ

About the Author