କୋଟାରେ ଫସିଥିବା ଛାତ୍ରଙ୍କୁ ଆଣିବା ପାଇଁ ୟୁପିରୁ ଯିବ ୨୦୦ ବସ୍

ଗଣମାଧ୍ୟମରେ ଏହି ଖବର ଆସିବା ପରେ ଉତ୍ତରପ୍ରଦେଶ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ସରକାର ଯୋଜନା କରିଛନ୍ତି । କୋଟାରେ ଫସି ରହିଥିବା ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ଆଗ୍ରା ଠାରୁ ୨୦୦ ବସ୍ ଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

କୋଟାରେ ଫସିଥିବା ଛାତ୍ରଙ୍କୁ ଆଣିବା ପାଇଁ ୟୁପିରୁ ଯିବ ୨୦୦ ବସ୍

About the Author