200 Crore Extortion Case: ଦେଶ ଛାଡି ପଳାଇବାକୁ ଚାହୁଁଥିଲେ ଜ୍ୟାକଲିନ୍; ମୁମ୍ବାଇ ବିମାନ ବନ୍ଦରରେ ଅଟକ

୨୦୦ କୋଟି ଟଙ୍କା ବସୁଲି ମାମଲାର ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ଦ୍ୱାରା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ (Jacqueline Fernandez) ୧୦ କୋଟି ଟଙ୍କା ମୂଲ୍ୟର ମହଙ୍ଗା ଉପହାର ଦିଆଯାଇଥିଲା । ଇଡି ସୂତ୍ର ଅନୁଯାୟୀ ଏଥିରେ ବିଳାସପୂର୍ଣ୍ଣ କାର୍, ଘୋଡା ଏବଂ ଅନ୍ୟାନ୍ୟ ଦାମୀ ଜିନିଷ ସାମିଲ ରହିଛି ।

200 Crore Extortion Case: ଦେଶ ଛାଡି ପଳାଇବାକୁ ଚାହୁଁଥିଲେ ଜ୍ୟାକଲିନ୍; ମୁମ୍ବାଇ ବିମାନ ବନ୍ଦରରେ ଅଟକ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More