ରାଜଧାନୀରେ ପୁଣି ୨,୧୮୭ କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ୯,୭୧୯ RT-PCR ପରୀକ୍ଷା ହୋଇଥିବାବେଳେ ୧୨,୫୭୦ ଦ୍ରୁତ ଆଣ୍ଟିଜେନ୍ ପରୀକ୍ଷା କରାଯାଇଛି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ମୋଟ ୭,୨୪,୧୪୮ କୋରୋନା ପରୀକ୍ଷା କରାଯାଇଛି ।

ରାଜଧାନୀରେ ପୁଣି ୨,୧୮୭ କୋରୋନା ଆକ୍ରାନ୍ତ ଚିହ୍ନଟ

About the Author