ନ୍ୟୁୟର୍କ ପରି ଭାରତର କୋରୋନା କ୍ୟାପିଟାଲ ପାଲଟିବ ମୁମ୍ୱାଇ !

ଯଦି ଆମେ ମୁମ୍ବାଇ ବିଷୟରେ କଥା ହେବା । ତାହା ମହାରାଷ୍ଟ୍ର ତଥା ଦେଶ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ମୁମ୍ୱାଇରେ ଲଗାତର କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଫଳରେ ଆମେରିକାର ନ୍ୟୁୟର୍କ ପରି ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।

ନ୍ୟୁୟର୍କ ପରି ଭାରତର କୋରୋନା କ୍ୟାପିଟାଲ ପାଲଟିବ ମୁମ୍ୱାଇ !

About the Author