• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ଉଗ୍ରବାଦୀଙ୍କ ଆକ୍ରମଣରେ ୩ ଯବାନ ଶହୀଦ

ଉଗ୍ରବାଦୀଙ୍କ ଆକ୍ରମଣରେ ୩ ଯବାନ ଶହୀଦ

୬ ଯବାନ ଗୁରୁତର

Published: Jul 30, 2020, 01:05 PM IST|Updated: Jul 30, 2020, 01:06 PM IST
joinshare
ଉଗ୍ରବାଦୀଙ୍କ ଆକ୍ରମଣରେ ୩ ଯବାନ ଶହୀଦ

Trending

  • News
  • Photos
  • Videos
ପୁଣି ସକ୍ରିୟ ହେଲା ମୌସୁମୀ! ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ରହିବାକୁ IMDର ପର

ପୁଣି ସକ୍ରିୟ ହେଲା ମୌସୁମୀ! ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ରହିବାକୁ IMDର ପର

2

Top 10 News: ଚୁଟକିରେ ପଢ଼ନ୍ତୁ ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

3

IMD Red Alert: ଲଗାଣ ବର୍ଷାରେ ରାଜଧାନୀ ବେହାଲ! ଜଳମଗ୍ନ ରାସ୍ତା, ଘଣ୍ଟା ଘଣ୍ଟା ଟ୍ରାଫିକ୍ ଜାମ୍

4

Subhadra Yojana 5th Installment: ଖୁସି ଖବର! ଏହି ଦିନ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ୫ମ

5

ସ୍ୱଚ୍ଛ ଶକ୍ତିରେ ଓଡ଼ିଶା ଲେଖିବ ନୂଆ ଇତିହାସ, ₹୬୭ ହଜାର କୋଟିର ନିବେଶକୁ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସର ୩ ଯବାନ ସହିଦ ହୋଇଥିବା ନେଇ ସୂଚନା ମିଳିଛି। ଏହା ସହିତ ୬ ଜଣ ଯବାନ ଗୁରୁତର ଆହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି। ଘଟଣାଟି ମଣିପୁରର ଇମ୍ଫାଲ ଠାରୁ ୯୫ କିଲୋମିଟର ଦୂର ଚନ୍ଦେଲ ଜିଲ୍ଲାର ଏକ ପାହାଡ଼ିଆ ଅଞ୍ଚଳରେ ଘଟିଛି। ମିଆଁମାର ସୀମାରେ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଉଗ୍ରବାଦୀମାନେ ଯବାନଙ୍କ ଏକ ଗୋଷ୍ଠୀ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। 

ସେପଟେ ଗୁରୁତର ଯବାନମାନଙ୍କୁ ଉଦ୍ଧାର କରାଯାଇ ସ୍ଥଆନୀୟ ଇମ୍ଫାଲ ସାମରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଣିପୁରର ପିପୁଲ୍ସ ଲିବରେସନ ଆର୍ମିର ଉଗ୍ରବାଦୀମାନେ ଏହି ଘଟଣା ଭିଆଇଥିବା ନେଇ ସୂଚନା ମିଳିଛି। ଉଗ୍ରବାଦୀମାନେ ପ୍ରଥମେ ଆମ୍ବୁସ କରି ଯବାନମାନଙ୍କୁ ଅଟକାଇଥିଲା। ପରେ ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ମିଳିଥିବା ସୂଚନା ମୁତାବକ ଘଟଣାସ୍ଥଳରେ ୩ ଯବାନ ଶହୀଦ ହୋଇ ଯାଇଥିଲେ। ଅନ୍ୟ ୬ ଯବାନ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଉଗ୍ରବାଦୀଙ୍କ ଗିରଫଦାରୀ ପାଇଁ ଯବାନମାନେ ସର୍ଚ୍ଚ ଅପରେସନକୁ ଆହୁରି କଡ଼ାକଡ଼ି କରିଦେଇଛନ୍ତି। ଗତବର୍ଷ ନଭେମ୍ବରରେ ଚନ୍ଦେଲ ଜିଲ୍ଲାର ଆସାମ ରାଇଫଲ୍ପର କ୍ୟାମ୍ପ ଉପରେ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ। 

 

Add Zee News as a Preferred Source
TAGS:
Assam Rifles
Indian Army
Martyred
Terrorist attack