3 indian missing in iran: ତଥାପି ଚାଲିଛି ବେଆଇନ ବିଦେଶ ଗସ୍ତ; ହଜିଗଲେ ୩ ଭାରତୀୟ

3 indian missing in iran: ଇରାନ ଗସ୍ତ ପରେ ନିଖୋଜ ହୋଇଥିବା ତିନି ଜଣ ଭାରତୀୟ ନାଗରିକଙ୍କୁ ଖୋଜିବା ପାଇଁ ତେହେରାନର ଥିବା ଭାରତୀୟ ଦୂତାବାସ ଇରାନ କର୍ତ୍ତୃପକ୍ଷଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ଦୂତାବାସ ଇରାନ ସରକାରଙ୍କୁ ଏହି ଘଟଣାର ତୁରନ୍ତ ତଦନ୍ତ କରିବା ଏବଂ ନିଖୋଜ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛି।

3 indian missing in iran: ତଥାପି ଚାଲିଛି ବେଆଇନ ବିଦେଶ ଗସ୍ତ; ହଜିଗଲେ ୩ ଭାରତୀୟ
Image Credit: 3 indian missing in iran

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments