Pakistan Air Strike: ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ, ମହିଳା ଓ ଶିଶୁଙ୍କ ସମେତ ୩୦ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଏକ ବିମାନ ଆକ୍ରମଣରେ ମହିଳା ଏବଂ ଶିଶୁ ସମେତ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଖାଇବର ପଖତୁନଖାୱା ରାଜ୍ୟର ତିରାହ ଉପତ୍ୟକାରେ ଅବସ୍ଥିତ ମାତ୍ରେ ଦାରା ଗାଁରେ ଏହି ବିମାନ ଆକ୍ରମଣ ହୋଇଥିଲା। ରାତି ପ୍ରାୟ ୨ଟାରେ ଏକ JF-17 ଲଢ଼ୁଆ ବିମାନରୁ LS-6 ବୋମା ପକାଯାଇଥିଲା। ଗାଁରେ ଆଠଟି ବୋମା ପଡ଼ିଥିଲା। ଯେଉଁଥିରେ ପ୍ରାୟ

Pakistan Air Strike: ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ, ମହିଳା ଓ ଶିଶୁଙ୍କ ସମେତ ୩୦ ମୃତ

About the Author