ଓଡ଼ିଶାରେ ପୁଣି ୧୦ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବର୍ତ୍ତମାନ ଯାଏ ଚିହ୍ନଟ ୩୬୨ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ୬୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ୨୯୧ଟି ସକ୍ରିୟ କୋରୋନା ମାମଲା ରହିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କୋରୋନା ମାମଲା ରହିଛି ।

ଓଡ଼ିଶାରେ ପୁଣି ୧୦ କୋରୋନା ଆକ୍ରାନ୍ତ ଚିହ୍ନଟ
Image Credit: ପ୍ରତୀକାତ୍ମକ ଫଟୋ

About the Author