ଭାରତର ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୭ ଥିଲା । ଏ
Trending Photos
ନୂଆଦିଲ୍ଲୀ: ପୁଣି ଭୂକମ୍ପ ଝଟକାରେ ଥରିଲା ଦିଲ୍ଲୀ-ଏନସିଆର । ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । କମ୍ପନ ଏତେ ତୀବ୍ର ଥିଲା ଯେ ଲୋକମାନେ ଘରୁ ବାହାରକୁ ଯିବାକୁ ବାଧ୍ୟ ହୋଇଥିଲେ ।
An earthquake of magnitude 4.5 hit 63 km southwest of Gurugram Haryana: National Centre for Seismology https://t.co/zpq3ZVda9W pic.twitter.com/St0YHflaKa
— ANI (@ANI) July 3, 2020
ଭାରତର ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୭ ଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ ନିକଟରେ ଥିବା ଗୁରୁଗ୍ରାମର ଦକ୍ଷିଁ ପଶ୍ଚିମରେ ୬୩ କିଲୋମିଟର ଦୂର ସ୍ଥିତ ଥିଲା । ସନ୍ଧ୍ୟା ୭ଟାରେ ଭୂପୃଷ୍ଠରୁ ୫ କିଲୋମିଟର ଗଭୀରରୁ ଏହି ଭୂକମ୍ପ ଆସିଥିଲା ।