EDର ୫ କର୍ମଚାରୀ କୋରୋନା ପଜିଟିଭ୍

ନୂଆଦିଲ୍ଲୀ ଖାନ୍ ମାର୍କେଟ ସ୍ଥିତ ନାୟକ ଭବନର କିଛି କର୍ମଚାରୀଙ୍କ ନିକଟରେ କୋରୋନା ଚିହ୍ନଟ ହୋଇଛି । ଫଳରେ ଯାଞ୍ଚ ଏଜେନ୍ସିର ସବୁ କର୍ମଚାରୀଙ୍କ କୋରୋନା ଟେଷ୍ଟ କରାଯାଇଛି ।

EDର ୫ କର୍ମଚାରୀ କୋରୋନା ପଜିଟିଭ୍
Image Credit: ପ୍ରତୀକାତ୍ମକ ଫଟୋ

About the Author