ଆନ୍ଧ୍ର ସୀମାରେ ଗୁଳି ବିନିମୟ: ୭ ନକ୍ସଲଙ୍କ ମୃତ୍ୟୁ

ଦେଶରୁ ନକ୍ସଲ ହିଂସା ହଟାଇବା ଅଭିଯାନ ଜୋରଦାର ହୋଇଛି। ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ୍‍ ଚାଲିଥିବାରୁ ଭୟରେ ପଡ଼ାଶୀ ଆନ୍ଧ୍ର ଏବଂ ଓଡ଼ିଶାରେ ନକ୍ସଲ ଓ ସମର୍ଥକମାନେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି। ଏହି ସମୟରେ ଆନ୍ଧ୍ର ସୀମାରେ ପୁଲିସ ସହ ଗୁଳି ବିନିମୟରେ 7 ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଆନ୍ଧ୍ରର ଅତିରିକ୍ତ ପୁଲିସ ମହା ନିର୍ଦ୍ଦେଶକ ମ

ଆନ୍ଧ୍ର ସୀମାରେ ଗୁଳି ବିନିମୟ: ୭ ନକ୍ସଲଙ୍କ ମୃତ୍ୟୁ

About the Author