ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ସତର୍କ ସୂଚନା ଜାରି

ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପ। ବୁଧବାର ସକାଳେ ଏହି ଭୂକମ୍ପ ଅନୁଭୁତ ହୋଇଛି। ଭୂକମ୍ପର ତୀବ୍ରତା ୭। ୮ରହିଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ସରକାର। ଭୂକମ୍ପର କେନ୍ଦ୍ରସ୍ଥଳ ଠାରୁ ପ୍ରାୟ ୩୦୦ କିଲୋମିଟର ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୁତ ହୋଇଥିଲା। ଫଳରେ ସୁନାମୀର ସମ୍ଭାବନା ଦେଖାଦେଇଛି। ସେପଟେ ଏହି ଭୁକମ୍ପରେ କୌଣସି ପ୍ରକାର କ୍ଷୟକ୍ଷତି

ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ସତର୍କ ସୂଚନା ଜାରି

About the Author