DA Hike 7th Pay Commission 6th Pay Commission 5th Pay Commission: ୭ ପ୍ରତିଶତ ବଢ଼ିଯାଇଛି ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବେତନରେ ହେବ ବମ୍ପର ବୃଦ୍ଧି

ହରିଶଙ୍କର ତିୱାରୀଙ୍କ ଅନୁଯାୟୀ, ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ଆସୁଥିବା କର୍ମଚାରୀମାନେ ଜାନୁୟାରୀ ୨୦୨୨ରେ ୨ ରୁ ୩ ପ୍ରତିଶତ DA ବୃଦ୍ଧି ପାଇପାରେ । ୩୧ ଜାନୁୟାରୀ ୨୦୨୨ରେ AICPI IW ର ସର୍ବଶେଷ ତଥ୍ୟ ବାହାରିବା ପରେ ହିଁ ଏହି ହାର ସ୍ଥିର ହେବ ।

DA Hike 7th Pay Commission 6th Pay Commission 5th Pay Commission: ୭ ପ୍ରତିଶତ ବଢ଼ିଯାଇଛି ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବେତନରେ ହେବ ବମ୍ପର ବୃଦ୍ଧି

About the Author