କେନ୍ଦ୍ର କର୍ମଚାରୀଙ୍କ ଛୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କଲେ ସରକାର

ଗଙ୍ଗୱାର କହିଛନ୍ତି ଯେ, ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁଯାୟୀ ସପ୍ତାହରେ ପାଞ୍ଚ ଦିନର ବ୍ୟବସ୍ଥା କାର୍ଯ୍ୟ ବ୍ୟବସ୍ଥା ଲାଗୁ ରହିଛି । ଏହି ବ୍ୟବସ୍ଥା ଅନୁଯାୟୀ ଭାରତ ସରକାରଙ୍କ ନାଗରିକ ପ୍ରଶାସନିକ କାର୍ଯ୍ୟାଳୟରେ ପ୍ରତିଦିନ ସାଢ଼େ ୮ ଘଣ୍ଟା ନିଆଯାଏ ।

କେନ୍ଦ୍ର କର୍ମଚାରୀଙ୍କ ଛୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କଲେ ସରକାର

About the Author