ଖୁବ୍ ଶୀଘ୍ର ମହଙ୍ଗା ଭତ୍ତା, ଭ୍ରମଣ ଭତ୍ତା, PF ଏବଂ ଗ୍ରାଚ୍ୟୁଇଟିରେ ବଡ଼ ପରିବର୍ତ୍ତନ କରିବେ ମୋଦି ସରକାର

ସପ୍ତମ ବେତନ ଆୟୋଗର ପରାମର୍ଶ ଅନୁଯାୟୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ସହିତ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି ପାଇବ । ଯେଉଁଥିରେ ଭ୍ରମଣ ଭତ୍ତା ୮ ପ୍ରତିଶତ ବୃଦ୍ଧି ହୋଇପାରେ ।

ଖୁବ୍ ଶୀଘ୍ର ମହଙ୍ଗା ଭତ୍ତା, ଭ୍ରମଣ ଭତ୍ତା, PF ଏବଂ ଗ୍ରାଚ୍ୟୁଇଟିରେ ବଡ଼ ପରିବର୍ତ୍ତନ କରିବେ ମୋଦି ସରକାର

About the Author