ବିଶ୍ୱର ୮୦% ସମସ୍ୟା ବୟସ୍କ ନେତାଙ୍କ କାରଣରୁ ହୋଇଥାଏ- ଓବାମା

ବାରାକ୍ ଓବାମା ଲଣ୍ଡନରେ ବ୍ରିଟିଶ ଐତିହାସିକ ଡେଭିଡ୍ ଓଲୁସୋଗାଙ୍କ ସହ ଆଲୋଚନା କରିବା ସମୟରେ କହିଛନ୍ତି ଯେ, ଏହା କହିବା ଯଥାର୍ଥ ବିଶ୍ୱର 80% ସମସ୍ୟା କ୍ଷମତାରେ ଥିବା ବୟସ୍କ ନେତାମାନଙ୍କ ଦ୍ୱାରା ସୃଷ୍ଟି ହୁଏ। ସେ କହିଛନ୍ତି ଯେ, ଏପରି ନେତାମାନେ ପରାଜୟ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନେ ପିରାମିଡ୍ ନିର୍ମାଣ କରନ୍ତି ଏବଂ ସବୁକିଛିରେ ନିଜର ନାମ ଲଗାଇଥାନ୍ତି।

ବିଶ୍ୱର ୮୦% ସମସ୍ୟା ବୟସ୍କ ନେତାଙ୍କ କାରଣରୁ ହୋଇଥାଏ- ଓବାମା

About the Author