ରାଜଧାନୀରେ ୮୩ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା, ୨୬୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁ

ଦିଲ୍ଲୀର କୋଭିଡ-19 କଣ୍ଟେନମେଣ୍ଟ ଜୋନର ସଂଖ୍ୟା ୨୮୦ରୁ ବୃଦ୍ଧି ୪୧୭କୁ ପହଞ୍ଚିଛି । ଗୃହ ମନ୍ତ୍ରଣାଳୟର ଆଦେଶ ପରେ ଦିଲ୍ଲୀର କଣ୍ଟେନମେଣ୍ଟ ଜୋନକୁ ରିଡିଜାଇନ୍ କରିବା ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି ।

ରାଜଧାନୀରେ ୮୩ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା, ୨୬୦୦ରୁ ଉର୍ଦ୍ଧ୍ୱ ମୃତ୍ୟୁ

About the Author