କୋରୋନା ସଂକ୍ରମିତଙ୍କ ମାମଲାରେ ଚୀନକୁ ପଛରେ ପକାଇଲା ଭାରତ

ବିଶ୍ୱବ୍ୟାପୀ ୪୪ ଲକ୍ଷରୁ ଅଧିକ ଲୋକ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ଲୋକ କେବଳ ଆମେରିକାରେ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂତାଣୁ ଯୋଗୁଁ ସାରା ବିଶ୍ୱରେ ୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

କୋରୋନା ସଂକ୍ରମିତଙ୍କ ମାମଲାରେ ଚୀନକୁ ପଛରେ ପକାଇଲା ଭାରତ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author