ଆସାମରେ ବନ୍ୟା ବିତ୍ପାତ, ଗଲାଣି ୧୦୦ରୁ ଊର୍ଦ୍ଧ୍ୱ ପଶୁଙ୍କ ଜୀବନ

ପ୍ରବଳ ବର୍ଷା କାରଣରୁ ଆସାମରେ ଏବେ ବନ୍ୟା ବିତ୍ପାତ। କାଜିରଙ୍ଗା ଜାତୀୟ ଉଦ୍ୟାନର ପ୍ରାୟ ୮୫ ପ୍ରତିଶତ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ସମଗ୍ର ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳ ଜଳମଗ୍ନ। ଏଭଳି ଜଳ ବିତ୍ପାତ କାରଣରୁ ସମଗ୍ର ରାଜ୍ୟରେ ଜୀବନ ମରଣ ମଧ୍ୟରେ ଉଭୟ ପଶୁପକ୍ଷୀ ଓ ମଣିଷ ସଂଘର୍ଷ ଜାରି ରଖିଛନ୍ତି। ତେବେ ଏହି ଜଳ ପ୍ରଳୟ କାରଣରୁ କାଜ

ଆସାମରେ ବନ୍ୟା ବିତ୍ପାତ, ଗଲାଣି ୧୦୦ରୁ ଊର୍ଦ୍ଧ୍ୱ ପଶୁଙ୍କ ଜୀବନ

About the Author