କୋରୋନାକୁ ନେଇ ଖୁସି ଖବର ଦେଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

କୋରୋନା (COVID-19 ) ସଂକଟ କାଳରେ ପ୍ରଭାବଶାଳୀ ଟିକା ଆସିନଥିବା ବେଳେ ସବୁଠୁ ଏକ ବଡ଼ ତଥା ଆତ୍ମସନ୍ତୋଷ ଦେଲା ଭଲି ଖବର ଆସି ପହଞ୍ଚିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ କୋରୋନାରୁ ଆରୋଗ୍ୟ ସଂଖ୍ୟା ଏବେ ସୁଦ୍ଧା ୫୦ ଲକ୍ଷ ଅତିକ୍ରମ କରିଛି ।

କୋରୋନାକୁ ନେଇ ଖୁସି ଖବର ଦେଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

About the Author