Yamuna Expressway: ଯମୁନା ଏକ୍ସପ୍ରେସ ୱେରେ ବଡ଼ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୧୦ରୁ ଅଧିକ ଗାଡି, ୪ ମୃତ

ନୂଆଦିଲ୍ଲୀ: ମଥୁରାର ଯମୁନା ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଘନ କୁହୁଡ଼ି ଯୋଗୁଁ ଅନେକ ଗାଡ଼ି ପଛକୁ ପଛ ପିଟି ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ ଦୁର୍ଘଟଣା ପରେ ଗାଡିରୁ ଧୂଆଁ ବାହାରିବାକୁ ଲାଗିଥିଲା। ଏପରିକି କିଛି ଗାଡିରେ ନିଆଁ ଲାଗି ଯାଇଥିବା ନେଇ ମଧ୍ୟ ଦେଖିବାକୁ ମିଳିଥିଲା। ଆଠଟି ବସ୍ ଏବଂ ତିନୋଟି କାରର

Yamuna Expressway: ଯମୁନା ଏକ୍ସପ୍ରେସ ୱେରେ ବଡ଼ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୧୦ରୁ ଅଧିକ ଗାଡି, ୪ ମୃତ

About the Author