Train Accident: ବିହାରରେ ଭୟଙ୍କର ଟ୍ରେନ ଦୁର୍ଘଟଣା, ନଦୀକୁ ଖସି ପଡିଲା ୩ଟି ବଗି

ନୂଆଦିଲ୍ଲୀ: ବିହାରର ଜାମୁଇ ଜିଲ୍ଲାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ସିମେଣ୍ଟ ବୋଝେଇ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଉତ୍ତର ରେଳବାଇର ଆସାନସୋଲ ଡିଭିଜନ ଅଧୀନରେ ଥିବା ଜସିଡିହ-ଝାଝା ମୁଖ୍ୟ ରେଳ ଲାଇନରେ ରାତି ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ୧୭ଟି ବଗି ଲାଇନଚ୍ୟୁତ ହୋଇଥିଲା। ତିନୋ

Train Accident: ବିହାରରେ ଭୟଙ୍କର ଟ୍ରେନ ଦୁର୍ଘଟଣା, ନଦୀକୁ ଖସି ପଡିଲା ୩ଟି ବଗି

About the Author