Terror Attack:ପାକିସ୍ତାନରେ ଭୀଷଣ ଆତଙ୍କୀ ଆକ୍ରମଣ, ସେନାର ଅପରେସନ ଜାରି

ନୂଆଦିଲ୍ଲୀ: ପାକିସ୍ତାନରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିବାର ଖବର ସାମ୍ନାକୁ ଆସିଛି। ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ଆତଙ୍କୀ ଗୋଷ୍ଠୀ ପାକିସ୍ତାନୀ ସେନାଙ୍କ ଉପରକୁ ଆକ୍ରମଣ କରିଥିଲେ। ସୁରକ୍ଷା ବାହିନୀ ସେମାନଙ୍କୁ ଘେରିଯାଇ ପାଲଟା ଗୁଳିମାଡ଼ କରିଥିଲେ। କିଛି ଆତଙ୍କବାଦୀ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ

Terror Attack:ପାକିସ୍ତାନରେ ଭୀଷଣ ଆତଙ୍କୀ ଆକ୍ରମଣ, ସେନାର ଅପରେସନ ଜାରି

About the Author