୯ ମାସର ଶିଶୁକୁ କୋରୋନା, ପିତା ତବଲିଗି ଜମାତର ଜଲସାରେ ହୋଇଥିଲେ ସାମିଲ

ସ୍ୱାସ୍ଥ୍ୟ ବିଭାଗର ପ୍ରବକ୍ତା କହିଛନ୍ତି ଯେ, ସର୍ବଶେଷ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । ଏହି ଶିଶୁକୁ ଡେରାଡୁନର ଜାଖାନ ଅଞ୍ଚଳର ଏକ ବିଦ୍ୟାଳୟରେ ଅଲଗା ରଖାଯାଇଛି । ଡେରାଡୁନରେ କୋଭିଡ-19 ପାଇଁ ଚିକିତ୍ସିତ ହେଉଥିବା ତବଲିଗି ଜାମାତର ୧୦ ଜଣ ସଦସ୍ୟଙ୍କ ମଧ୍ୟରୁ ଶିଶୁର ପିତା ଅନ୍ୟତମ ।

୯ ମାସର ଶିଶୁକୁ କୋରୋନା, ପିତା ତବଲିଗି ଜମାତର ଜଲସାରେ ହୋଇଥିଲେ ସାମିଲ
Image Credit: ପ୍ରତୀକାତ୍ମକ ଫଟୋ

About the Author