କୋରୋନା କବଳରେ ଆମିର ଖାନଙ୍କ ଷ୍ଟାଫ

ବଲିଉଡ଼ର ବରିଷ୍ଠ ଅଭିନେତା ଅମିର ଖାନଙ୍କ ନିକଟତମ ଷ୍ଟାଫ କୋରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଅମିର ଖାନ ନିଜେ ସୂଚନା ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଆମିର ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟର କୋରୋନା ଟେଷ୍ଟ କରାଇ ଦେଇଛନ୍ତି। ତେବେ ଆମିରଙ୍କ ପରିବାର ସଦସ୍ୟଙ୍କ କୋରୋନା ଟେଷ୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ଏହା ସହିତ ବ୍ରିହାନ

କୋରୋନା କବଳରେ ଆମିର ଖାନଙ୍କ ଷ୍ଟାଫ

About the Author