କୋରୋନା ମହାସଙ୍କଟ: ଇଟାଲୀରେ ୧୪ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ୟୁରୋପ ମହାଦେଶରେ କୋରୋନା ସର୍ବାଧିକ କ୍ଷତି ପହଞ୍ଚାଇଛି । ଇଟାଲୀ ପରେ ସ୍ପେନରେ ସର୍ବାଧିକ କୋରୋନା ଯୋଗୁଁ ଲୋକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଯାଏ ସ୍ପେନରେ ୧୧ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି । ଏହାସହ ସ୍ପେନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୯ ହଜାର ୧୯୯ ପହଞ୍ଚିଛି । ଏଥିରୁ ୩୦ ହଜାର ୫୧୪ କୋରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି ।

କୋରୋନା ମହାସଙ୍କଟ: ଇଟାଲୀରେ ୧୪ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

About the Author