)
ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ମୋବାଇଲ୍ ୟୁଜର୍ସଙ୍କୁ ଅଧିକାଂଶ ସମୟରେ ଆସିଥାଏ Telemarketing ଓ Spam କଲ୍ । ବେଳେବେଳେ ଜରୁରୀ ମିଟିଂ, କ୍ଲାସ, ଓ ଅଫିସରେ ମଧ୍ୟ ଏଭଳି କଲ୍ ପିଛା ଛାଡେନି। ପ୍ରକୃତରେ ଏମିତି କଲ୍ ଆସିଲେ, ଜଣା ପଡ଼େନି ଯେ ଏହା Spam କଲ୍ କି ନୁହେଁ । ଅଜାଣତରେ ଏଭଳି କଲ୍ ଆମେ ରିସିଭ୍ କରି ଦେଇଥାଉ । ତେବେ ଏମିତି କଲ୍ କୁ ନେଇ ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ, ଆଜି ଆମେ ଆପଣଙ୍କୁ ଦେବୁ Reliance Jio, Airtel,Vodafone-Ideaରେ ଆସୁଥିବା DND( Do not Disturb) ସର୍ଭିସ୍ ବିଷୟରେ । ଏହି ସର୍ଭିସ୍ ମାଧ୍ୟମରେ ଆପଣ ଫର୍ଜି ଓ ଇରିଟେଟିଙ୍ଗ Call ବା SMSରୁ ରକ୍ଷା ପାଇ ପାରିବେ। ଆସନ୍ତୁ ଜାଣିବା ଏଭଳି ସର୍ଭିସକୁ ଆକ୍ଟିଭ୍ କରିବା ପାଇଁ ଉପାୟ ।
Reliance Jio ନମ୍ବରରେ ଆକ୍ଟିଭ୍ କରନ୍ତୁ DND
ମେସେଜ ଆସିବାର ୭ ଦିନ ମଧ୍ୟରେ ଆପଣଙ୍କ Jio ନମ୍ବରରେ DND ସର୍ଭିସ ଆକ୍ଟିଭ୍ ହୋଇଯିବ ।
Airtel ନମ୍ବରରେ ଆକ୍ଟିଭ୍ କରନ୍ତୁ DND
ଆପଣଙ୍କ ନମ୍ବରରେ ଏବେ DND ସର୍ଭିସ୍ ଆକ୍ଚିଭ୍ ହୋଇଯିବ ।
Vodafone-Idea ନମ୍ବରରେ ଆକ୍ଟିଭ୍ କରନ୍ତୁ DND
ଏସବୁ Tips ଆପଣାନ୍ତୁ, Spam କଲ୍ ଓ SMSକୁ ବାଏ ବାଏ କରନ୍ତୁ ।