ଅମିତାଭ ଓ ଅଭିଷେକଙ୍କୁ କୋରୋନା, ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟକୁ ଅପେକ୍ଷା

ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ Zee Newsକୁ କହିଛନ୍ତି, ଏବେ କେବଳ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ରିପୋର୍ଟ ଆସିଛି । ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ଆସିନାହିଁ ।

ଅମିତାଭ ଓ ଅଭିଷେକଙ୍କୁ କୋରୋନା, ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟକୁ ଅପେକ୍ଷା
Image Credit: ଫାଇଲ ଫଟୋ

About the Author