ରସିଦ ଖାନଙ୍କ ମା'ଙ୍କ ଦେହାନ୍ତ, ଟ୍ୱିଟ କରି ଲେଖିଲେ ଏଭଳି ବାର୍ତ୍ତା...

ଆଫଗାନିସ୍ତାନର ସ୍ପିନର ରଶିଦ ଖାନଙ୍କ ମା'ଙ୍କର ଶୁକ୍ରବାର ଦେହାନ୍ତ ହୋଇ ଯାଇଛି। ଏନେଇ ରଶିଦ ଖାନ ନିଜେ ଟ୍ୱିଟରରେ ଏକ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି, ଏବେ ମୋ ମା ମୋ ନିକଟରେ ଆଉ ନାହାନ୍ତି। ତାଙ୍କର ଦେହାନ୍ତ ହୋଇ ସାରିଛି। ମୁଁ ତୁମକି ବହୁତ ମିଶ କରିବି ବୋଲି ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ

ରସିଦ ଖାନଙ୍କ ମା'ଙ୍କ ଦେହାନ୍ତ, ଟ୍ୱିଟ କରି ଲେଖିଲେ ଏଭଳି ବାର୍ତ୍ତା...

About the Author