ଲକ୍ ଡାଉନ୍ ବୃଦ୍ଧି ପରେ ଶ୍ରମିକଙ୍କ ସମସ୍ୟାକୁ ଧ୍ୟାନରେ ରଖି ସରକାର ନେଲା ଏହି ନିଷ୍ପତ୍ତି

ଏଭଳି ପରିସ୍ଥିତିରେ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଶ୍ରମ ମଜୁରୀ ଏବଂ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅଭିଯୋଗର ସମାଧାନ ପାଇଁ ମନ୍ତ୍ରଣାଳୟ ୨୦ଟି କଣ୍ଟ୍ରୋଲ ରୁମ ସ୍ଥାପନ କରିଛି ବୋଲି ଏକ ଟ୍ୱିଟ କରି ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ କହିଛି । ଶ୍ରମ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଏହା କରାଯାଇଛି ।

ଲକ୍ ଡାଉନ୍ ବୃଦ୍ଧି ପରେ ଶ୍ରମିକଙ୍କ ସମସ୍ୟାକୁ ଧ୍ୟାନରେ ରଖି ସରକାର ନେଲା ଏହି ନିଷ୍ପତ୍ତି

About the Author