ଚାଇନା ସାମଗ୍ରୀ ବୟକଟ: ସ୍ମାର୍ଟଫୋନ୍ ବଜାରରେ SAMSUNG କରିବ ରାଜ୍ !

ଦେଶରେ ଚାଇନା ସାମଗ୍ରୀକୁ ନେଇ ପ୍ରବଳ ବିରୋଧ । କିନ୍ତୁ ଏହାର ଫାଇଦା ମିଳିବାକୁ ଯାଉଛି Non-Chinese କଂପାନୀଙ୍କୁ । ସ୍ମାର୍ଟଫୋନ ମାର୍କେଟରେ ପୁଣି ଥରେ ସେଲ୍ ବଢାଇବାକୁ ଆଶା ରଖିଛି SAMSUNG ।

ଚାଇନା ସାମଗ୍ରୀ ବୟକଟ: ସ୍ମାର୍ଟଫୋନ୍ ବଜାରରେ SAMSUNG କରିବ ରାଜ୍ !

About the Author